ସମ୍ବଲପୁରରେ ଫୁଟିଲା ଗୁଳି
1 min read
ସମ୍ବଲପୁର: ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ପଦାର କଲୋନୀରେ ଫାଙ୍କା ଗୁଳି ଚାଳଣା l ଜଣେ ଡାଲି ଗୋଦାମ ମାଲିକଙ୍କୁ ବ୍ଲାଙ୍କ ଫାଇରିଙ୍ଗ କରି ଦୁର୍ବୁତ୍ତ ଫେରାର l ଘଟଣାସ୍ଥଳରେ କ୍ଷେତରାଜପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫାଙ୍କା ଗୁଳି ଚାଳଣାର କାରଣ ଜଣାପଡିନାହିଁ । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି ।