‘ଚୀନ୍-ପାକିସ୍ତାନ ସହିତ କେବେ ଯୁଦ୍ଧ ହେବ ତାହା ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି’: ସ୍ୱତନ୍ତ୍ର ଦେବ ସିଂ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସହ କେବେ ଯୁଦ୍ଧ ହେବ ତାହା ନିଷ୍ପତ୍ତି ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦୀ ପୁରା ପ୍ଲାନ ପ୍ରସ୍ତୁତ କରି ରଖିଛନ୍ତି । ତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ସଭାପତି ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ସହିତ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ଦେବ ସିଂଙ୍କ ବିବୃତ୍ତି ଏଭଳି ସମୟରେ ଆସିଛି ଯେଉଁ ସମୟରେ ଲଦାଖରେ … Continue reading ‘ଚୀନ୍-ପାକିସ୍ତାନ ସହିତ କେବେ ଯୁଦ୍ଧ ହେବ ତାହା ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି’: ସ୍ୱତନ୍ତ୍ର ଦେବ ସିଂ