ବୃକ୍ଷରୋପଣ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କଲେ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥକ
ଭୁବନେଶ୍ୱର: ସଂକ୍ରମଣ ଯେତିକି ବଢୁଛି, ବିଜେପି ନେତାଙ୍କ ଅମାନିଆପଣ ବି ସେତିକି ବଢୁଛି । ରାଜ୍ୟ ସରକାର ଏପରିକି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକୁ ଫୁତ୍କାର ମାରି ଉଡାଇ ଦେଉଛନ୍ତି । ବାରମ୍ବାର ବିଜେପି ନେତାମାନେ କୋଭିଡ ନିୟମର ଉଲ୍ଲଂଘନ କରୁଥିବା ବେଳେ ଏବେ ପୁଣି ଥରେ ସାଂସଦ ଅପରାଜିତାଙ୍କ କର୍ମୀମାନେ ଭୁବନେଶ୍ୱରରେ ବୃକ୍ଷରୋପଣ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରିଛନ୍ତି । ଅପରାଜିତାଙ୍କ କର୍ମୀଙ୍କ ଏଭଳି ଆଚରଣକୁ ତାଙ୍କ ଦଳର ବରିଷ୍ଠ ନେତା ଓ … Continue reading ବୃକ୍ଷରୋପଣ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କଲେ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥକ
Copy and paste this URL into your WordPress site to embed
Copy and paste this code into your site to embed