ରାହୁଲ କହୁଥିବା କଥା ଶତ୍ରୁ ଦେଶର ନେତା ବି କହୁନାହାନ୍ତି: ବିଜେପି
ଗଲବାନରେ ଉପୁଜିଥିବା ସ୍ଥିତିକୁ ନେଇ ବାରମ୍ବାର ବିରୋଧିଙ୍କର ଶିକାର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଗଲବାନରେ ୨୦ ଯବାନଙ୍କ ସହଦିଦ ପରେ ମୋଦିଙ୍କୁ ଆକ୍ଷେପ କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ନରେନ୍ଦ୍ର ମୋଦି ପ୍ରକୃତରେ “ସରେଣ୍ଡର ମୋଦି” । ସେପଟେ ରାହୁଲଙ୍କ ବିବୃତ୍ତିରେ ଭାରତୀୟ ଜନତା ପାର୍ଟି ଏହାର … Continue reading ରାହୁଲ କହୁଥିବା କଥା ଶତ୍ରୁ ଦେଶର ନେତା ବି କହୁନାହାନ୍ତି: ବିଜେପି
Copy and paste this URL into your WordPress site to embed
Copy and paste this code into your site to embed