ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ଲେନିନ୍: କହିଲେ, ନିର୍ବାଚନ ପୂର୍ବରୁ ରେଡ୍ କରୁଛି ସିବିଆଇ

ଭୁବନେଶ୍ଵର: ଦୀର୍ଘ ଦିନର ନିରବତା ପରେ ଚିଟଫଣ୍ଡ ମାମଲାରେ ସକ୍ରିୟ ହୋଇ ଉଠିଛି ସିବିଆଇ । ଶୁକ୍ରବାର ବିଧାୟକ ଦେବୀ ମିଶ୍ରଙ୍କ ଘରେ ରେଡ୍ କରିଛି। ସିବିଆଇର ଏହି ଅଚାନକ ରେଡ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳ ମୁଖପାତ୍ର ଲେନିନ୍ ମହାନ୍ତ । ସେ କହିଛନ୍ତି , ଦୀର୍ଘ ୭ ବର୍ଷ ଧରି ସିବିଆଇ ଓଡ଼ିଶାରେ ଚିଟଫଣ୍ଡ ମାମଲାର ତଦନ୍ତ କରୁଛି । … Continue reading ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ଲେନିନ୍: କହିଲେ, ନିର୍ବାଚନ ପୂର୍ବରୁ ରେଡ୍ କରୁଛି ସିବିଆଇ