spot_img

Latest Posts

ମାହାଙ୍ଗାରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା

ମାହାଙ୍ଗା : ଜୁନ୍ ୧ରେ ଭୋଟ ଦେବ ମାହାଙ୍ଗା ଏନେଇ ମାହାଙ୍ଗା ନିର୍ବାଚନମଣ୍ଡଳିରେ ପ୍ରଚାରକୁ ଅଗୋଇ ନେଉଛନ୍ତି ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ବାଧୀନ ପ୍ରାର୍ଥୀ ସେପଟେ ପ୍ରଚାରକୁ ଜୋରଦାର କରିଛନ୍ତି ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ହଜାର ହଜାର ସମର୍ଥକଙ୍କ ସହ ସଭା ସମିତି ରୋଡ ଶୋ କରି ସମର୍ଥନ ଲୋଡୁଛନ୍ତି ଗାଁକୁ ଗାଁ ବୁଲି ଲୋକଙ୍କ ଆଶୀର୍ବାଦ କାମନା କରିବା ସହ ଲୋକଙ୍କ ସୁଖ, ଦୁଃଖ ପଚାରି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ମୁଦ୍ଦା କରି ଭୋଟ ଭିକ୍ଷା କରିଛନ୍ତି ଅଙ୍କିତ। ଲୋକମାନେ ମଧ୍ୟ ଅଙ୍କିତଙ୍କୁ ବିପୁଳ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି ତେବେ ମାହାଙ୍ଗା ନିର୍ବାଚନମଣ୍ଡଳିରେ କିଭଳି ରହିଛି ନିର୍ବାଚନୀ ପ୍ରଚାର ସେନେଇ ମୂଳବସନ୍ତ ଗାଁରୁ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ତାପସ ବିଶ୍ବାଳ

Latest Posts

Don't Miss