ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନାଁ ଘୋଷଣା

1 min read

ଭୁବନେଶ୍ୱର: ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନାଁ ଘୋଷଣା । ତାଲିକା ପ୍ରକାଶ କଲେ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ଅନୁଗୁଳ-ବାଉରୀ ବନ୍ଧୁ ମହାପାତ୍ର, ବାଲେଶ୍ୱର- ପ୍ରଣବ କୁମାର ପଣ୍ଡା, ବରଗଡ଼- ଅଶୋକ ବାରିକ, ଭଦ୍ରକ- ଯତିକାନ୍ତ ନାୟକ, ଭୁବନେଶ୍ୱର-  ଶେଖ୍‌ ନିଜାମୁଦ୍ଦିନ, ବଲାଙ୍ଗିର- ମୋହନ ଲାଲ ଜୈନ, ବୌଦ୍ଧ-  ତପନ କୁମାର ଦଳେଇ, କଟକ- ମନୋରଞ୍ଜନ ଖଟୁଆ, ଦେଓଗଡ଼- କାମାକ୍ଷା ପ୍ରସାଦ ଗଙ୍ଗଦେବ, ଢେଙ୍କାନାଳ-  ଧରମାନନ୍ଦ ବରାଳ, ଗଜପତି- ପି. ପ୍ରସାଦ ରାଓ, ଗଞ୍ଜାମ- ପ୍ରମୋଦ କୁମାର ପାତ୍ର, ଜଗତସିଂହପୁର- ଗୌତମ ପଲିତ, ଝାରସୁଗୁଡ଼ା- ସାୟଦ ବେଗ୍, ଯାଜପୁର- ବାବଜୀ ଚରଣ ଦାସ, କଳାହାଣ୍ଡି- ସୁନିଲ କୁମାର ମୁଣ୍ଡ୍, କେନ୍ଦ୍ରାପଡ଼ା- ଧୀରେନ ସାହୁ, କେନ୍ଦୁଝର- ସଞ୍ଜୟ ମିଶ୍ର, ଖୋର୍ଦ୍ଧା- ରଶ୍ମିରଞ୍ଜନ ବ୍ରହ୍ମା, କନ୍ଧମାଳ- ବିରୁପାକ୍ଷ ପଣ୍ଡା, କୋରାପୁଟ- ନରେନ୍ଦ୍ର କୁମାର ସ୍ୱାଇଁ, ମୟୂରଭଞ୍ଜ- କୃଷ୍ଣଚନ୍ଦ୍ର ଦାସ, ମୟୁରଭଞ୍ଜ (ସଦର)- ମଙ୍ଗଳ ସିଂହ ମୁଦି, ମାଲକାନଗିରି- ଡମ୍ବୁରୁ ସିସା, ନବରଙ୍ଗପୁର-ସଚ୍ଚିଦାନନ୍ଦ ସ୍ୱାଇଁ, ନୟାଗଡ଼- ଗଙ୍ଗାଧର ପଣ୍ଡା, ପୁରୀ-ପ୍ରକାଶ ମିଶ୍ର, ରାଉରକେଲା- ସନ୍ତୋଷ ନାୟକ, ସମ୍ବଲପୁର- ଆର୍ତ୍ତତ୍ରାଣ ମିଶ୍ର, ସୁବର୍ଣ୍ଣପୁର- ଶରତ ଚନ୍ଦ୍ର ଭୋଇ, ସୁନ୍ଦରଗଡ଼- ପ୍ରଦୀପ ମହାପାତ୍ର, ନୂଆପଡ଼ା- ମୁଲଚାନ୍ଦ ଫାଣ୍ଡେ ଓ ରାୟଗଡ଼ା ପାଇଁ ବ୍ରଜସୁନ୍ଦର ନାୟକଙ୍କୁ ନିଯୁକ୍ତି ମିଳିଛି ।

 

Leave a Reply