ବିହାରରେ ନବନିର୍ବାଚିତଙ୍କ ମଧ୍ୟରେ ମାଳମାଳ ଦାଗୀ ବିଧାୟକ, ୬୮ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା
ବିହାର: ବିହାରରେ ୨୪୩ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି । ଏଥିରେ ଏନଡିଏ ବହୁମତ ପାଇଥିବା ବେଳେ ସରକାର ଗଠନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ଭିତରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୬୮ ପ୍ରତିଶତ ନବନିର୍ବାଚିତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ଯାହା ଗତ ବିଧାନସଭାର ବିଧାୟକଙ୍କ ଠାରୁ ୧୦ ପ୍ରତିଶତ ଅଧିକ । ଏଥିସହ କୋଟିପତି ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିଛି । … Continue reading ବିହାରରେ ନବନିର୍ବାଚିତଙ୍କ ମଧ୍ୟରେ ମାଳମାଳ ଦାଗୀ ବିଧାୟକ, ୬୮ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା
Copy and paste this URL into your WordPress site to embed
Copy and paste this code into your site to embed