spot_img

Latest Posts

ଭୁବନେଶ୍ୱରର ୟୁନିଟ ୪ ମାଛ ମାର୍କେଟରେ ଆଇଟି ରେଡ୍‌

ଭୁବନେଶ୍ୱର: ରାଜଧାନୀର ୟୁନିଟ ୪ ମାଛ ମାର୍କେଟରେ ଆଇଟି ରେଡ୍‌। ମାଛ ଗୋଦାମରେ ଆୟକର ଚଢ଼ାଉ । ସକାଳୁ ୫ ଜଣିଆ ଆୟକର ଟିମ୍‌ ୪ଟି ଗୋଦାମ ଉପରେ ଚଢ଼ାଉ କରିଛନ୍ତି। ଆୟକର ଫାଙ୍କିବା ନେଇ ପୂର୍ବରୁ ହୋଇଥିଲା ଅଭିଯୋଗ। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।

ଆମଦାନୀ, ରପ୍ତାନି, ଖୁଚୁରା ମାର୍କେଟ ବ୍ୟବସାୟ ନେଇ ତଥ୍ୟ ନେଇଛି ଆଇଟି। ଓଜନ ମେସିନରେ ଠକେଇ ନେଇ ମଧ୍ୟ ଆସିଥିଲା ଅଭିଯୋଗ। ଚଢ଼ାଉ ପରେ ଗୋଦାମ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Latest Posts

Don't Miss