୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ଭୁବନେଶ୍ୱର: ଲକଡାଉନ୍‌କୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର । ଆଗାମୀ ୪୮ ଘଣ୍ଟା ପାଇଁ  ଭଦ୍ରକ ଟାଉନ୍ ଓ ରାଜଧାନୀ ଭୁବନେଶ୍ୱରକୁ ସଟ୍ ଡାଉନ୍‌ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ । ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ ଯାଏଁ ଭଦ୍ରକ ଟାଉନ୍‌ ଓ ଭୁବନେଶ୍ୱରକୁ ସଟ୍‌ ଡାଉନ୍ ଘୋଷଣା କଲେ । ଲକ୍ ଡାଉନ୍‌ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀଦୋକାନ ଖୋଲା ରହିଥିବା ବେଳେ ସଟ୍ ଡାଉନ୍ ସମୟରେ ଏହି … Continue reading ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌