Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
September 25, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ଭରତପୁର ଥାନାରେ ନିର୍ଯାତନା ମାମଲା: ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଭରତପୁର ଥାନାରେ ନିର୍ଯାତନା ମାମଲା: ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

September 21, 2024

ଭୁବନେଶ୍ୱର: କ୍ଯାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ। ନିଲମ୍ବିତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ସରିଛି। ପୀଡିତାଙ୍କ ପକ୍ଷକୁ ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ ହୋଇଛି । ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ରିପୋର୍ଟ ପଠାଯାଇଛି । ଅନ୍ୟ ଦିଗକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି ।

ଆସନ୍ତାକାଲି ଦାଖଲ ହେବ ଚୂଡାନ୍ତ ରିପୋର୍ଟ। ଖୁବଶୀଘ୍ର ଡିଜିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ ୧୨୦ ବାଟାଲିୟନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି କ୍ଯାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରୁଛି । ବାସ୍ତବରେ ସେଦିନ ରାତିରେ ଭରତପୁର ଥାନାରେ କଣ ଘଟିଥିଲା ସେ ସଂପର୍କରେ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଅଟକ ରଖିଥିବା ବେଳେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି ।

Tags: bharatpur police case issue BHUBANESWAR Crime Branch report was submitted

Continue Reading

Previous ତିରୁପତି ମନ୍ଦିରରେ ଲଡୁ ଲାଗି ବ୍ଯବହୃତ ଘିଅରେ ଗୋଚର୍ବି ପ୍ରସଙ୍ଗ: ଟେଣ୍ଡର ପ୍ରକ୍ରିୟାର ଧାରା ଉଲ୍ଲଂଘନ ହୋଇଥିବା ଆଶଙ୍କା
Next ଅମରପ୍ରୀତ ସିଂ ନୂଆ ବାୟୁସେନା ମୁଖ୍ଯ

ଅଧିକ କାହାଣୀ

  • ଅପରାଧ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଶୁଭମିତ୍ରା ମର୍ଡର ମାମଲା : ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ !

September 24, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବି

September 24, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପହଲଗାମ ଆକ୍ରମଣ ଘଟଣା : ଆତଙ୍କୀଙ୍କୁ ସହାୟତା କରିଥିବା ବ୍ୟକ୍ତି ଗିରଫ

September 24, 2025

Recent Posts

  • ଶୁଭମିତ୍ରା ମର୍ଡର ମାମଲା : ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ !
  • ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବି
  • ପହଲଗାମ ଆକ୍ରମଣ ଘଟଣା : ଆତଙ୍କୀଙ୍କୁ ସହାୟତା କରିଥିବା ବ୍ୟକ୍ତି ଗିରଫ
  • ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜଳୁଛି ନିଆଁ
  • ଏଠି ବିଜେପି ସେଠି ବିଜେପି ତଥାପି ଅଙ୍କ ଛିଣ୍ଡୁନି, ପଡି ପଡି ପଚା ପଡିଗଲାଣି ଚାଉଳ
  • କୋଲକାତା ଟାଟୁ ମହୋତ୍ସବ ୨୦୨୫ରେ ଓଡ଼ିଶାର କଳିଙ୍ଗ ଇଙ୍କ୍ ଟିମକୁ ଶ୍ରେଷ୍ଠ ସମ୍ମାନ
  • ସକ୍ରିୟ ମାଫିଆ, ନିଷ୍କ୍ରିୟ ପୋଲିସ : ବେଧଡକ ଲୁଟୁଛନ୍ତି ମୋରମ ଓ ମାଙ୍କଡା ପଥର
  • ‘ଫାଇନାଲରେ ଦେଖି ନେବୁ…’ ଦୁଇଥର ହାରିବା ପରେ ବି ସୁଧୁରିଲାନି ପାକିସ୍ତାନ, ସୂର୍ଯ୍ୟକୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ଆଫ୍ରିଦି
  • ବିବାଦରେ ବାବା : ଦିଲ୍ଲୀର ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ବାବାଙ୍କୁ ନେଇ ବଡ଼ ବିବାଦ
  • ମହାନଦୀରେ ବନ୍ୟା ଆଶଙ୍କା, ୨୭ ସକାଳେ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ
  • ପାତ୍ରପଡ଼ା ହିଟ ଆଣ୍ଡ୍ ରନ୍ ମାମଲା : ଧରାପଡ଼ିଲା କିଲର ଥାର ମାଲିକ
  • ହୀରାକୁଦରେ ଖୋଲିଲା ପୁଣି ୪ଟି ଗେଟ୍
  • ୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ
  • ଭରା ନଦୀରେ ବାଜିରେ ଲାଗିଛି କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ
  • ଏସିଆ କପ ସୁପର-୪ ମୁକାବିଲା: ଆଜି ଭାରତ-ବାଂଲାଦେଶ ଟକ୍କର
Tweets by NandighoshaTV

ନଜର ପକାନ୍ତୁ

  • ଅପରାଧ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଶୁଭମିତ୍ରା ମର୍ଡର ମାମଲା : ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ !

September 24, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବି

September 24, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପହଲଗାମ ଆକ୍ରମଣ ଘଟଣା : ଆତଙ୍କୀଙ୍କୁ ସହାୟତା କରିଥିବା ବ୍ୟକ୍ତି ଗିରଫ

September 24, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜଳୁଛି ନିଆଁ

September 24, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.