spot_img

Latest Posts

ହେଇଯାନ୍ତୁ ସାବଧାନ! ଆପଣଙ୍କ IDରେ ଖୋଲିପାରେ ଫେକ୍‌ ଆକାଉଣ୍ଟ

ନନ୍ଦିଘୋଷ ବ୍ୟୁରୋ : ଦୁଇଜଣ ଆନ୍ତଃରାଜ୍ୟ ସାଇଵର ଠକଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଫେକ ଆକାଉଣ୍ଟ୍ ଖୋଲି କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ବେକାର ଯୁବକ ମାନଙ୍କ ବିଭିନ୍ନ ବ୍ୟକ୍ତିଗତ ପରିଚୟ ପତ୍ର ଜରିଆରେ ସିମ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍ ଖୋଲିବା ପରେ ଓ କ୍ରୟ କରିବା ପରେ ଏହି ଏକାଉଣ୍ଟ୍ ହାତେଇ ସାଇବର ଠକ ମାନେ କୋଟି କୋଟି ଟଙ୍କା ଠକେଇ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜ୍ୟରେ ୨୧ ଟି ଫେକ ଆକାଉଣ୍ଟ୍ ଵିକ୍ରି ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Latest Posts

Don't Miss