Ex-VCଙ୍କ ହତ୍ୟା ମାମଲାରେ ଚାନସେଲର ଗିରଫ
1 min read
ଏଲାୟନ୍ସ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼ି. ଅୟପ୍ପା ଡୋରେ ହତ୍ୟା ମାମଲାରେ ବେଙ୍ଗାଲୁରୁ ପୋଲିସ ସେହି ବିଶ୍ୱବିଦ୍ୟାଳୟର ଚାନସେଲର ସୁଧିର ଜି. ଅଙ୍ଗୁରଙ୍କୁ ଗିରଫ କରିଛି । ଏହି ଘଟଣାରେ ପୋଲିସ ବିଶ୍ୱବିଦ୍ୟାଳୟରେ କାମ କରୁଥିବା କର୍ମଚାରୀ ସୁରେଶ ସିଂହଙ୍କୁ ମଧ୍ୟ ଗରଫ କରିଛି ।
ପୋଲିସ ସୂଚନା ମୁତାବକ ସୁରେଶ ସିଂହ ହିଁ ଚାନସେଲର ସୁଧିରଙ୍କ ଆଦେଶରେ ଏଭଳି ଅପରାଧ ଘଟାଇଥିଲେ । କ୍ଷମତା ଯୁଦ୍ଧହିଁ ଏ ଅପରାଧର ମୁଖ୍ୟ କାରଣ ବୋଲି ପୋଲିସ କହିଛି । ')}