ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ-ଭୁବନେଶ୍ୱର ଆସୁଥିବା ବିମାନ ବାତିଲ
1 min read![](https://nandighoshatv.com/wp-content/uploads/2023/05/Indigo1-use-1200x738-1-1024x630.jpg)
ଭୁବନେଶ୍ୱର: ବେଙ୍ଗାଲୁରୁ ଭୁବନେଶ୍ୱର ଆସୁଥିବା ବିମାନ ବାତିଲ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୨ ଘଣ୍ଟା ଅଟକି ରହିଥିଲା ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋ ବିମାନ 6E411 ବିମାନ ବାତିଲ ହୋଇଛି । ବିମାନରେ ଅଧିକାଂଶ ଓଡ଼ିଆ ଯାତ୍ରୀ ଥିଲେ । ତେବେ ବିମାନ ବାତିଲ ହେବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।