ନଡ୍ଡାଙ୍କ ଗାଡିକୁ ଆକ୍ରମଣ; ମମତା ସରକାରକୁ ରାଜ୍ୟପାଳଙ୍କ ଭୟଙ୍କର ଭର୍ତ୍ସନା

କୋଲକାତା: ବଙ୍ଗଳାରେ ରାଜନୈତିକ ଉଷ୍ମତା ଭିତରେ ପ୍ରବେଶ କରିଛି ଗୁଣ୍ଡାରାଜ । ନିର୍ବାଚନ ସମୟ ଯେତିକି ନିକଟତର ହେଉଛି, ରାଜ୍ୟରେ ସେତିକି ନିକଟତର ହେଉଛି ହିଂସ୍ର ରାଜନୈତିକ ଘଟଣା । ବିଜେପି ଏବଂ ସ୍ଥାନୟୀ ରାଜନୈତିକ ଦଳ ଟିଏମସି ମଧ୍ୟରେ ଜୋରଦାର ଟକ୍କର ହେଉଥିବାବେଳେ, ରାଜନୈତିକ ଶତ୍ରୁତା ଏବେ ବ୍ୟକ୍ତିଗତ ଶତ୍ରୁତାରେ ପରିଣତ ହୋଇଛି । ଯାହାକୁ କଡା ଭାଷାରେ ଭର୍ତ୍ସନା  କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିଶ ଧନଖଡ଼ । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପ୍ପି … Continue reading ନଡ୍ଡାଙ୍କ ଗାଡିକୁ ଆକ୍ରମଣ; ମମତା ସରକାରକୁ ରାଜ୍ୟପାଳଙ୍କ ଭୟଙ୍କର ଭର୍ତ୍ସନା