spot_img

Latest Posts

କଂସ ବଧ ସହ ଶେଷ ହେଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ନନ୍ଦିଘୋଷ ବ୍ୟୁରୋ: କଂସ ବଧ ସହ ଶେଷ ହେଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଶେଷ ଦିନରେ ମଞ୍ଚରୁ ପଡ଼ି ପ୍ରବଳ ପ୍ରତାପୀ କଂସଙ୍କର ମୃତ୍ୟୁ ହୋଇଛି। ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣବଳରାମ ମଥୁରାର ଭ୍ରମଣ କରି ମହାରାଜ କଂସ ଙ୍କ ଧନୁଯାତ୍ରାକୁ ପହଂଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା। ପ୍ରଥମ ଦ୍ୱାରରେ ଥିଲା କୁବଳୟା ହସ୍ତି। କୁବଳୟା ହସ୍ତୀ ସହିତ ଗୋଟିଏ ପରେ ଗୋଟିଏ ଯୋଦ୍ଧାଙ୍କୁ ବଧ କରିଥିଲେ କୃଷ୍ଣ ବଳରାମ।

Latest Posts

Don't Miss