ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଲକ୍ ଡାଉନ୍ ଭିତରେ ସାଧାରଣ ଜନତାକୁ ଆଶ୍ୱସ୍ତି ଦେବା ପାଇଁ  କେନ୍ଦ୍ର ସରକାର ଗୁରୁବାର ଦିନ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏନେଇ କିଛି ବଡ ଘୋଷଣା କରିଛି ।  ଆରବିଆଇ ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ୍ ହ୍ରାସ କରିଛି । ଏହାସହ ଟର୍ମ ଲୋନ୍ EMI ଉପରେ ତିନି ମାସର ରିହାତି ଦେବାକୁ ବ୍ୟାଙ୍କମାନଙ୍କୁ … Continue reading ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ