୪ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ, ଆପଣ କାମ ସାରିଲେଣି ତ ?

1 min read

୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଧର୍ମଘଟ । ଆଜି ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ । ଫଳରେ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିବା ସହ ଏଟିଏମ କାରବାର ଉପରେ ପ୍ରଭାବ ପଡ଼ିବ ।

ଏହା ଛଡ଼ା ଦୀପାବଳି ଯୋଗୁଁ ବ୍ୟାଙ୍କ ଗୁଡ଼ିକ ଲଗାତାର ୪ ଦିନ ଧରି ବନ୍ଦ ରହିବ । ୨୬ ତାରିଖ ମାସର ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ରବିବାର ଏମିତି ବି ବ୍ୟାଙ୍କ ଛୁଟି ରୁହେ । ସୋମବାର ୨୮ ତାରିଖରେ ଗୋବର୍ଦ୍ଧନ ପୂଜା ଓ ମଙ୍ଗଳବାର ୨୯ ତାରିଖରେ ଭାଇ ଦୁଜ୍ ଥିବାରୁ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କ ବନ୍ଦ ଯୋଗୁଁ ଏଟିଏମ ସେବା ପ୍ରଭାବିତ ହେବାକୁ ଥିବାରୁ ନଗଦ ସଙ୍କଟ ଦେଖାଦେବ । ଚେକ୍ କ୍ଲିୟରାନ୍ସ ହେବାରେ ବିଳମ୍ବ ହେବ । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.