ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’, ସିଲାବସରେ ସ୍ଥାନ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’ । ସିଲାବସରେ ସ୍ଥାନ ପାଇଲା ‘ବନ୍ଦେ ଉତ୍କଳ ଜନନୀ’ । ନବମ ଓ ଦଶମ ଶ୍ରେଣୀ ସିଲାବସରେ ସ୍ଥାନ ପାଇଛି ଏହି ବିଷୟ । ସୂଚନା ମୁତାବକ ମାତୃଭାଷା ଓଡ଼ିଆ ବିଷୟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନିତ କରିଛନ୍ତି ।