ବଗଲା ଧର୍ମଶାଳା ଜମି ଲଜ୍ ମାଲିକଙ୍କୁ ବିକ୍ରି ଅଭିଯୋଗ ମିଛ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିଛନ୍ତି । ପୁରୀ ସହର ବଳଗଣ୍ଡି ଗାଁରେ ବଗଲା ଧର୍ମଶାଳା ରହିଛି । ଏହାର ଖାତା ନମ୍ବର ହେଉଛି ୨୪୨ ଓ ୧୫୦ । ଏହାର ମୋଟ୍ ୨.୭୩୮ ଏକର ଜମି ରହିଛି । ଏହି ଜମି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ରହିଛି । ବଗଲା ଧର୍ମଶାଳାରେ ୨୦୦ ଜଣ ରହିବାର ବ୍ୟବସ୍ଥା ଥିଲା । ପୂର୍ବରୁ … Continue reading ବଗଲା ଧର୍ମଶାଳା ଜମି ଲଜ୍ ମାଲିକଙ୍କୁ ବିକ୍ରି ଅଭିଯୋଗ ମିଛ