ପ୍ରଦୂଷଣ ପାଇଁ ମା ପିନ୍ଧିଲେ ମାସ୍କ

1 min read

ପ୍ରଦୂଷଣ ପାଇଁ ମାଆ ପିନ୍ଧିଲେ ମାସ୍କ । ଲୋକଙ୍କ ଭଳି ପ୍ରଦୂଶଷରୁ ରକ୍ଷା ପାଇବା ପାଇଁ ମାଙ୍କୁ ତାଙ୍କର ଅଙ୍ଗରଖି ମାସ୍କ ପିନ୍ଧାଇଛନ୍ତି  । ଏଭଳି ଏକ ଅଦ୍ଭୁତ କଥା ଦେଖିବାକୁ ମିଳିଛି ବାରାଣାସିର ପ୍ରସିଦ୍ଧ ଶିବ ପ୍ରଭାତି ମନ୍ଦିରରେ । ଦିପାବଳୀ ପରଠାରୁ ଏଠାରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ପରିବେଶରେ ବିଶାକ୍ତ ବାୟୁର ମାତ୍ରା ଏତେ ବଢ଼ି ଚାଲିଛି ଯେ ଲୋକମାନେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ସାମ୍ନା କରୁଛନ୍ତି ।

 

ଇତି ମଧ୍ୟରେ ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମଣିଷ ଭଳି ଦେବାଦେବୀ ମାନେ ମଧ୍ୟ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି ବୋଲି ମାଆଙ୍କ ଅଙ୍ଗରକ୍ଷୀ ମାନେ କହିଛନ୍ତି । ବାରାଣାସିରେ ପ୍ରଥମେ  ପ୍ରଦୂଷଣର ମାତ୍ରା ୨.୫ ପିଏମ୍‌ ଥିବା ବେଳେ ଆଜି ତାହା ବଢ଼ି ୫୦୦ କୁ ବୃଦ୍ଧି ପାଇଛି  । ')}

Leave a Reply