ଉତ୍ତରାଖଣ୍ଡରେ ହିମସ୍ଖଳନ, ଫସିଗଲେ ୨୯ ପର୍ତାରୋହୀ

1 min read

ଉତ୍ତରକାଶୀ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ହିମସ୍ଖଳନ । ଫସିଗଲେ ୨୯ ପର୍ବତାରୋହୀ । ଦ୍ରୌପଦୀ ଦଣ୍ଡ-୨ ନିକଟରେ ଘଟିଛି ଅଘଟଣ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେନା, ଏନଡିଆରଏଫ, ଆଇଟିବିପି ଯବାନ ।

ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ନିୟୋଜିତ ହୋଇଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୮ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି ।