spot_img

Latest Posts

ଅଟୋ ଓଲଟି ୭ ଛାତ୍ରଛାତ୍ରୀ ଗୁରୁତର

ବାଲେଶ୍ବର : ଅଟୋ ଓଲଟି ୭ ଛାତ୍ରଛାତ୍ରୀ ଗୁରୁତର।  ବାଲେଶ୍ବର ସୋର ପଦୁନା ନିକଟରେ ଦୁର୍ଘଟଣା। ଏକ ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ସ୍କୁଲ ଯାଉଥିବାବେଳେ ଦୁର୍ଘଟଣା ଘଟିଛି। ସମସ୍ତେ ପଲସା ସ୍ଥିତି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ। ଅଟୋରେ ଥିବା ସମସ୍ତ ୭ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହଯୋଗରେ ଉଦ୍ଧାର କରାଯାଇ ଖଇରା ମେଡିକାଲ ରେ ଭର୍ତ୍ତି କରାଯାଇଛି l ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି l

Latest Posts

Don't Miss