spot_img

sitakanta dash

2154 POSTS

Exclusive articles:

ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ପଞ୍ଚାବ: ପଞ୍ଜାବ କଂଗ୍ରେସରେ ପୁଣି ଫାଟ । ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ...

୨୧ କୋଟିର ‘ସୁଲତାନ’ର ହାର୍ଟ ଆଟାକରେ ମୃତ୍ୟୁ, ପ୍ରତିବର୍ଷ କମାଉଥିଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ହରିୟାଣାର ଚର୍ଚ୍ଚିତ ମଇଁଷି ‘ସୁଲତାନ’ର ଗତକାଲି ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ସୁଲତାନ ପଶୁ ମେଳାରେ କେବଳ ନିଜ ମାଲିକଙ୍କ ନୁହେଁ, ବରଂ ସାରା ରାଜ୍ୟର ଟେକ ରଖିଥିଲା ।...

ଦେଶବାସୀଙ୍କୁ ୩୫ ଟି ବିଶେଷ କିସମର ଫସଲ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ, NIBST କ୍ୟାମ୍ପସର କଲେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଜଳବାୟୁ ଅନୁକୂଳ ପ୍ରଯୁକ୍ତିବିଦ୍ୟାକୁ  ଆପଣେଇବା ପାଇଁ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଦେଶକୁ ୩୫ ଟି ବିଶେଷ କିସମର ଫସଲ ଉତ୍ସର୍ଗ...

ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ, ଉରି ସେକ୍ଟରରେ ଜଣେ ପାକିସ୍ତାନୀ ଉଗ୍ରବାଦୀ ଗିରଫ, ଜଣେ ମୃତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ । ଉରି ସେକ୍ଟରରେ ଜଣେ ପାକିସ୍ତାନୀ ଉଗ୍ରବାଦୀକୁ ଧରାଯାଇଥିବାବେଳେ ଅନ୍ୟଜଣେ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଧରାପଡିଥିବା ଆତଙ୍କବାଦୀର ଘର ପାକିସ୍ତାନର ପଞ୍ଜାବରେ ।...

ସୀମା ଟପୁଛି ତାଲିବାନର କ୍ରୁରତା: ଶିଶୁପୁତ୍ରକୁ ମୃତ୍ୟୁଦଣ୍ଡ ଦେଲେ ଆତଙ୍କୀ, ରାସ୍ତାରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

କାବୁଲ: କ୍ରୁରତାର ସୀମା ଟପିଛି ତାଲିବାନ । ବିଦ୍ରୋହୀ ବାହିନୀ ସଦସ୍ୟଙ୍କ ପୁଅ ସନ୍ଦେହରେ ଏକ ଶିଶୁପୁତ୍ରକୁ ମୃତ୍ୟୁଦଣ୍ଡ ଦେଇଛି ତାଲିବାନ । ଆଫଗାନିସ୍ତାନ ତାଖର ପ୍ରଦେଶର ଏକ ଶିଶୁକୁ ମୃତ୍ୟୁଦଣ୍ଡ ଦିଆଯାଇଛି...

Breaking

ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ

ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ...

ଅଭାବନୀୟ ଘଟଣା, ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର

ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର । ବାଲେଶ୍ୱର ଜିଲ୍ଲା...

ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ: ଗତକାଲି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି

ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । ଗତକାଲି ରାତି...

ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...