spot_img

Rosalin Rath

1518 POSTS

Exclusive articles:

ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ

କେନ୍ଦୁଝର: କେନ୍ଦୁଝରରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ। ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଘୁରିବୁଲୁଛି ପ୍ରଶ୍ନ ପତ୍ର...

ଏକାଥର ଦୁଇଟା ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ, ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ

ପାଟନା: ବିହାର କୈମୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି । ଗତାକାଲି ରାତିରେ NH 2 ରେ ଏହି ଭୟଙ୍କର...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ୩ ମୃତ, ୪ ଗୁରୁତର

କେନ୍ଦ୍ରାପଡ଼ା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ୫...

ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ, ଆଜି ହେବ ନିର୍ଣ୍ଣାୟକ ଲଢ଼େଇ

ରାଞ୍ଚି: ରୋମାଞ୍ଚକର ସ୍ଥିତିରେ ଭାରତ ଇଂଲଣ୍ଡ ରାଂଚି ଟେଷ୍ଟ। ଆଜି ଚତୁର୍ଥ ଦିନ ଭାରତ ପାଇଁ ହେବ ନିର୍ଣ୍ଣାୟକ । ୨-୧ରେ ସିରିଜ୍ ଆଗୁଆ ଥିବା ଭାରତ ପାଇଁ ସିରିଜ ବିଜୟର ରହିଛି...

ରାଜ୍ୟରେ କୋହଲା ପାଗ ଜାରି, ୨୯ ଯାଏ ରହିବ ଏମିତି ପାଗ

ଭୁବନେଶ୍ବର: ସାରା ରାଜ୍ୟରେ ଲାଗିରହିଛି କୋହଲା ପାଗ । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା । ଓଡ଼ିଶାର ସବୁଠି ଏଭଳି ପାଗ ଜାରି ରହିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ...

Breaking

ନିଆରା ମହାବଳି ଯାତ୍ରା… ଦେଖିଲେ ଶିହରି ଉଠିବ ଶରୀର !

ନନ୍ଦିଘୋଷ ବ୍ୟୁରୋ: ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ସୁବର୍ଣ୍ଣପୁର ।...

ମା’ ବିରଜାଙ୍କ ରଥ ଟାଣି କାନ୍ଦି ପକାଇଲେ ଶ୍ରଦ୍ଧାଳୁ !

ଯାଜପୁର: ସରିଲା କ୍ଷେତ୍ରେଶ୍ୱରୀ ମାଆ ବିରଜାଙ୍କର ପୀଠରେ ନବଦିନାତ୍ମକ ରଥଯାତ୍ରା ।...

କାଳ ସାଜିଲା ନଦୀ ଗାଧୁଆ: ୩ ମୁଣ୍ଡ ନେଲା ଚୋରାବାଲି !

ନନ୍ଦିଘୋଷ ବ୍ୟୁରୋ: କାଳ ସାଜିଲା ନଦୀ ଗାଧୁଆ। ଲୁଣା ନଦୀକୁ ଗାଧୋଇବାକୁ...

ଆଶୁତୋଷ ରାଙ୍କା-ସୌରଭ ଦାସଙ୍କୁ ଜାମିନ୍ ନମିଳିବା ହେଉଛି ‘ଆତଙ୍କବାଦ’: ମମତା

ନନ୍ଦିଘୋଷ ବ୍ୟୁରୋ: ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ...