ଭାରତ-ଚୀନ ମୁହାଁମୁହିଁ ଘଟଣା: ଭାରତର ୨୦ ଯବାନ ଶହୀଦ, ଚୀନର ୪୩ ନିହତ
ଲଦାଖ: ଭାରତଓ ଚୀନ୍ ମଧ୍ୟରେ ଥିବା ବାସ୍ତବିକ୍ ନିୟନ୍ତ୍ରଣ ରେଖା( ଏଲ୍ଏସି)ରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ସୈନିକଙ୍କ ଶହୀଦ ହୋଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଜଣେ ଅଫିସର ଏବଂ ୨ ଜଣେ ସେନା କର୍ମଚରୀ ଶହୀଦ ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ସଦ୍ୟପ୍ରାପ୍ତ ସୂଚନା ମୁତାବକ ୨୦ ଜଣ ସୈନିକ ଶହୀଦ ହୋଇଛନ୍ତି । ଏନେଇ ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୫ ଓ … Continue reading ଭାରତ-ଚୀନ ମୁହାଁମୁହିଁ ଘଟଣା: ଭାରତର ୨୦ ଯବାନ ଶହୀଦ, ଚୀନର ୪୩ ନିହତ
Copy and paste this URL into your WordPress site to embed
Copy and paste this code into your site to embed