spot_img

Latest Posts

ଅସ୍ତରଙ୍ଗ ପୀରଜାହାନିଆ ନିକଟରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀରଜାହାନିଆ ନିକଟରେ ବୁଲୁଛି କୁମ୍ଭୀର । ସମୁଦ୍ର ଭିତରକୁ ନଯିବାକୁ ସଚେତନ କଲା ବନବିଭାଗ । ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ପୀରଜାହାନିଆ ସମୁଦ୍ର କୂଳରେ ଶୁକ୍ରବାର ଦିନ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିଥିଲେ ସ୍ଥାନୀୟ ଯୁବକ । ଏବେ ସ୍ଥାନୀୟ ଅଂଚଳରେ ଭୟବାତାବରଣ ସୃଷ୍ଟି ହୋଇଛି । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ପୀରଜାହାନିଆ ବେଳାଭୂମି ନିକଟରେ ସମୁଦ୍ର ସ୍ନାନ ଓ ସମୁଦ୍ର ଭିତରେ ପ୍ରବେଶ ବାରଣ କରିଛି ବନବିଭାଗ । ପର୍ଯ୍ୟଟକ ମାନଙ୍କୁ ଡାକବାଜି ଯନ୍ତ୍ର ଓ ସମୁଦ୍ର କୂଳରେ ଫ୍ଲେକ୍ସ ଲଗାଇ ସମୁଦ୍ର ମଧ୍ୟକୁ ପ୍ରବେଶକୁ ବାରଣ କରାଯାଇଛି

Latest Posts

Don't Miss