ନାବାଳିକାଙ୍କୁ ବଳି ପକାଇବାକୁ ଅପହରଣ ବେଳେ ୩ ଗିରଫ
ଆସିକା: ପୋଲିସ କବଜାରେ ଅପହରଣକାରୀ । ଆସିକା ପୋଲିସ ୩ ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଗିରଫ ଅପହରଣକାରୀମାନେ ଜଣେ ନାବାଳିକାଙ୍କୁ ବଳି ପକାଇବା ପାଇଁ ଅପହରଣ କରୁଥିଲେ । ପୋଲିସ ଅପହରଣ ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ଖଣ୍ଡା ସହ ବାଇକ୍ ମଧ୍ୟ ଜବତ କରିଛି । ଗତ କିଛିଦିନ ତଳେ ନାବାଳିକାଙ୍କୁ କିଣିବା ପାଇଁ ଭାଇଙ୍କ ସହ ରାମଚନ୍ଦ୍ରପୁର ଓ ପିତ୍ତଳ ଅଞ୍ଚଳର … Continue reading ନାବାଳିକାଙ୍କୁ ବଳି ପକାଇବାକୁ ଅପହରଣ ବେଳେ ୩ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed