ପୁଣି ଖାକିରେ ଲାଗିଲା ଦାଗ, ଅପରାଧିଙ୍କ ସହ ଲିଙ୍କ ନେଇ ଜାଣିଗଲା ପୋଲିସ ମୁଖ୍ୟାଳୟ
1 min read
କଟକ : କମିଶନରେଟ ପୋଲିସର ଖାକି ବର୍ଦ୍ଦିରେ ପୁଣି ଲାଗିଲା ଦାଗ । ସ୍ପେଶାଲ ସ୍କ୍ବାଡର ASI ଅଜୁର୍ନ କହଁର ନିଜର ବେଆଇନ୍ କାର୍ଯ୍ୟକଳାପ ପାଇଁ ନିଲମ୍ୱିତ ହୋଇଛନ୍ତି । ତାଙ୍କ ନାଁରେ ପୂର୍ବରୁ ଦୁର୍ନୀତି ମାମଲା ରହିଥିବାର ସୂଚନା ମିଳିଥିଲା । ଅପରାଧୀଙ୍କ ସହ ଅର୍ଜୁନଙ୍କର ଲିଙ୍କ ନେଇ ପୋଲିସ ମୁଖ୍ୟାଳୟ ପ୍ରମାଣ ପାଇବା ପରେ ତାଙ୍କୁ କାର୍ଯ୍ୟରୁ ହଟାଯାଇଛି ।

ନିଲମ୍ବନ ନେଇ କଟକ ପୋଲିସ ମୁଖ୍ୟାଳୟରୁ ସୂଚନା ଦିଆଯାଇଛି । କମିଶନରେଟ୍ ପୋଲିସର ସ୍ପେସାଲ୍ ସ୍ୱାର୍ଡରେ କାମ କରୁଥିଲେ ଅର୍ଜୁନ କହଁର । ')}