ସଙ୍କଟ ଭିତରେ ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ହେଲେ ଅସରଫ ଘନି

କାବୁଲ: ଦେଶରେ ଶାନ୍ତିକୁ ନେଇ ଅଚଳ ହୋଇପଡ଼ିଛି ରାଜଧାନୀ । ଅଶାନ୍ତି, ବିରୋଧ ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ସୋମବାର ଦ୍ୱିତୀୟ ଥର ପାଇଁ ଅସରଫ ଘନି ଶପଥ ନେଇଛନ୍ତି । ବିଦ୍ରୋହ ଭିତରେ ଅସରଫ ଶପଥ ନେଇଥିବା ବେଳେ ଶପଥ ସମାରୋହରେ ବୋମା ଓ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏସବୁ ପାଇଁ ଅସରଫଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଅବଦୁଲ୍ଲାହଙ୍କୁ ଦାୟୀ କରାଯାଇଛି ।ତାଲିବାନଙ୍କ ସହ ଶାନ୍ତି କଥାବାର୍ତ୍ତାକୁ ନେଇ ଆଫଗାନିସ୍ତାନରେ ଏବେ ବି ଅଚଳାବସ୍ଥା … Continue reading ସଙ୍କଟ ଭିତରେ ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ହେଲେ ଅସରଫ ଘନି