ତୃତୀୟ ଥର ଟ୍ରଫି ନେଲା ଆର୍ଜେଣ୍ଟିନା, ପେନାଲିଟ୍ ସୁଟଆଉଟରେ ବିଜୟୀ
1 min read
କତାର: ଫିଫା ବିଶ୍ବକପରେ ଟ୍ରଫି ନେଇଛି ଆର୍ଜେଣ୍ଟିନା । ଫାଇନାଲରେ ମୁକୁଟ ପିନ୍ଧିଛି ଭାଗ୍ୟଶାଳୀ ଆର୍ଜେଣ୍ଟିନା ଦଳ । ପେନାଲଟି ସୁଟଆଉଟରେ 4-2ରେ ଫ୍ରାନ୍ସକୁ ହରାଇଲା ବିଶ୍ବବିଜୟୀ ଟିମ୍ । ପ୍ରାୟ 36 ବର୍ଷ ପରେ ତୃତୀୟ ଥର ଲାଗି ଚାମ୍ପିଅନ ହୋଇଛି ଅର୍ଜେଣ୍ଟିନା ଟିମ୍ ।