ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: କରୋନା କବ୍ଜାରେ ରାଜ୍ୟର ଆଉ ଜଣେ ରୋଗୀ । ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ କଳାହାଣ୍ଡି ଜିଲ୍ଲାର ସେ ନିକଟ ଅତୀତରେ ବାହାରିନ୍ରୁ ଫେରିଛନ୍ତି । ଶନିବାର ମୋଟ ୩୦୪ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କ ପଜିଟିଭ ରହିଛି । ଏଯାବତ୍ ମୋଟ ୧୬୯୯ ରୋଗୀଙ୍କ ସ୍ୱାବ୍ ପରୀକ୍ଷା ହୋଇଥିବା ବେଳେ ୨୧ ଜଣଙ୍କ ରିପୋର୍ଟ ପଜିଟିଭ୍ ରହିଛି । ତେବେ … Continue reading ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
Copy and paste this URL into your WordPress site to embed
Copy and paste this code into your site to embed