ରାଜ୍ୟରେ ଆଉ ୮୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ: ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ଚିହ୍ନଟ
1 min readଭୁବନେଶ୍ୱର:ରାଜ୍ୟରେ ଆଉ ୮୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ । ୪୭୫ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୩, ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗୀରରୁ ୩, କଟକ ୧୧୬, ଦେବଗଡ଼ ୧୩, ଢେଙ୍କାନାଳ ୧୯, ଗଞ୍ଜାମ ୯, ଜଗତସିଂହପୁର ୩୪, ଯାଜପୁର ୩୧, ଝାରସୁଗୁଡ଼ା ୧, କଳାହାଣ୍ଡି ୪, କନ୍ଧମାଳ ୩, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୧୬, ଖୋର୍ଦ୍ଧା ୨୯୧, କୋରାପୁଟ ୫, ମାଲକାନଗିରି ୪, ମୟୂରଭଞ୍ଜ ୨୭, ନୟାଗଡ଼ ୧୨, ନୂଆପଡ଼ା ୧, ପୁରୀ ୨୦, ରାୟଗଡ଼ା ୧, ସମ୍ୱଲପୁର୧୮, ସୁନ୍ଦରଗଡ଼ ୧୬ ଓ ଷ୍ଟେଟ୍ ପୁଲରୁ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 26th August
New Positive Cases: 816
Of which 0-18 years: 106
In quarantine: 475
Local contacts: 341(Details of local contacts will be shared by concerned Dist Administration)
District Wise Cases:
1. Angul: 13
2. Balasore: 46
3. Bargarh: 13— I & PR Department, Odisha (@IPR_Odisha) August 27, 2021