ରାଜ୍ୟରେ ଆଉ ୭ ହଜାର ୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୭ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 33ଆକ୍ରାନ୍ତଙ୍କ ଜୀବନ ନେଇ କିଲର ଭାଇରସ୍ । ସଂକ୍ରମିତଙ୍କଠାରୁ ସୁସ୍ଥତା ସଂଖ୍ୟା ବଢିଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧ହଜାର ୫ଶହ ୫୧ ଜଣ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪ହଜାର ୪୧ ଲୋକାଲ କେସ୍ ୩ହଜାର ୧୭୫ । ଖୋର୍ଦ୍ଧାରୁ ଟପିଲା କଟକ । କଟକରୁ ହଜାରେ ୯୧, ଖୋର୍ଦ୍ଧାରୁ ୮୦୯, କେନ୍ଦ୍ରାପଡାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୩୧, ଭଦ୍ରକ ଓ ରାୟଗଡ଼ାରୁ ୨୪୬ଜଣ ଲେଖାଏଁ, ନବରଙ୍ଗପୁରରୁ ୨୪୨, ଯାଜପୁର ଓ ସମ୍ବଲପୁରରୁ ୨୪୧ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୨୨୦, ବାଲେଶ୍ବରରୁ ୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୮୪, ଜଗତସିଂହପୁରରୁ ୧୮୩, ନୟାଗଡ଼ରୁ ୧୬୪, କଳାହାଣ୍ଡି ଓ ଗଞ୍ଜାମରୁ ୧୫୦ଜଣ ଲେଖାଏଁ, ବୌଦ୍ଧରୁ ୧୪୮, ଷ୍ଟେଟପୁଲରୁ ୧୪୬, ମାଲକାନିଗିରିରୁ ୧୩୫, ବଲାଙ୍ଗୀରରୁ ୧୩୦, ପୁରୀରୁ ୧୧୦, କନ୍ଧମାଳରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋନପୁରରୁ ୭୪, କେନ୍ଦୁଝରରୁ ୭୨, ଦେଓଗଡ଼ରୁ ୬୮, ନୂଆପଡାରୁ ୬୬, ଝାରସୁଗୁଡାରୁ ୬୪, ଗଜପତିରୁ ୩୮, ମୟୂରଭଞ୍ଜରୁ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୩୫ହଜାର ୧୭୯ ସଂକ୍ରମିତ । ପଜିଟିଭ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫ରେ ପହଞ୍ଚିଛି ।
Covid-19 Report For 27th May
New Positive Cases: 7216
In quarantine: 4041
Local contacts: 3175(Details of local contacts will be shared by concerned Dist Administration)
District Wise Cases:
1. Angul: 409
2. Balasore: 215
3. Bargarh: 331
4. Bhadrak: 246
5. Balangir: 130— I & PR Department, Odisha (@IPR_Odisha) May 28, 2021