spot_img

Latest Posts

ରାଜ୍ୟରେ ଆଉ ୩୬୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା । ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୬୪ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୧୨୭ ଓ ୧୫୩୭ ସ୍ଥାନୀୟ ସଂକ୍ରମିତ ଚିହ୍ନଟ । ଅନୁଗୁଳରୁ ୫୯, ବାଲେଶ୍ୱର ୩୯, ବରଗଡ଼ ୨୧୦, ଭଦ୍ରକ ୨୭, ବଲାଙ୍ଗୀର ୭୯, ବୌଦ୍ଧ ୬, କଟକ ୧୯୮, ଦେବଗଡ଼ ୩୦, ଢେଙ୍କାନାଳ ୪୭, ଗଜପତି ୬୩, ଗଞ୍ଜାମ ୬୬, ଜଗତସିଂହପୁର ୮, ଯାଜପୁର ୫୮, ଝାରସୁଗୁଡ଼ା ୧୮୩, କଳାହାଣ୍ଡି ୩୨୪, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୫୬, ଖୋର୍ଦ୍ଧା ୭୦୪, କୋରାପୁଟ ୩୯, ମାଲକାନଗିରି ୪, ମୟୂରଭଞ୍ଜ ୧୧୯, ନବରଙ୍ଗପୁର ୮୧, ନୟାଗଡ଼ ୨୮, ନୂଆପଡ଼ା ୨୨୧, ପୁରୀ ୧୪୩, ରାୟଗଡ଼ା ୫୭, ସମ୍ୱଲପୁର ୧୯୯, ସୋନପୁର ୧୬, ସୁନ୍ଦରଗଡ଼ ୩୪୦, ଷ୍ଟେଟ୍ ପୋଲ୍‌ରୁ ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ମୋଟ ୨୧୪୩୬ ଜଣ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପବନରେ ବ୍ୟାପୁଛି କରୋନା ଭାଇରସ୍ : ସୁରକ୍ଷିତ ରହିବାର ଉପାୟ କହିଲେ ଏକ୍ସପର୍ଟ ଡାକ୍ତର

Latest Posts

Don't Miss