Odisha Corona Updates: ଆଜି ରାଜ୍ୟରେ ସୁସ୍ଥ ହେଲେ ୨୮୫୦
1 min readଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୨୮୫୦ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୬୩, କଟକରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮,ସମ୍ବଲପୁରରୁ ୧୩୭, କେନ୍ଦୁଝରରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨, ଜଗତସିଂହପୁରରୁ ୮୦, ସୋନପୁରରୁ ୮୦, ବଲାଙ୍ଗିରରୁ ୭୨, ଝାରସୁଗୁଡାରୁ ୭୨, ବାଲେଶ୍ୱରରୁ ୬୯, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩ ଜଣ ସୁସ୍ଥ ହୋଇଛନ୍ତି ।
Another 2850 Covid patients have recovered and are being discharged on 16.10.2020
563 from Khordha
184 from Cuttack
147 from Puri
138 from Anugul
137 from Sambalpur
133 from Kendrapara
98 from Bargarh
89 from Nabarangpur
87 from Jajapur
85 from Sundargarh
82 from Mayurbhanj— H & FW Dept Odisha (@HFWOdisha) October 16, 2020
ସେହିଭଳି କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡ଼ାରୁ ୪୧, ନୟାଗଡ଼ରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେଓଗଡ଼ରୁ ୧୫, ଗଜପତିରୁ ୩ ଓ ଷ୍ଟେଟ୍ ପୁଲ୍ ବାବଦକୁ ୨୦୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇଛନ୍ତି ।