spot_img

Latest Posts

ରାଜ୍ୟରେ ଆଉ ୨ହଜାର ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ହଜାର ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୨୧୩ ଓ ସ୍ଥାନୀୟ ଅଞ୍ଚଳରୁ ୮୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୪୬, ବାଲେଶ୍ୱର ୧୬୮, ବରଗଡ଼ ୧୪, ଭଦ୍ରକ ୭୯, ବଲାଙ୍ଗୀର ୧୩, ବୌଦ୍ଧ ୧୬, କଟକ ୩୨୩, ଦେବଗଡ଼ ୫, ଢେଙ୍କାନାଳ ୩୫, ଗଜପତି ୧୧, ଗଞ୍ଜାମ ୧୬, ଜଗତସିଂହପୁର ୬୭, ଯାଜପୁର ୯୨, ଝାରସୁଗୁଡ଼ା ୧୦, କଳାହାଣ୍ଡି ୭, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୧୦, ନୟାଗଡ଼ ୭୪, ନୂଆପଡ଼ା ୨, ପୁରୀ ୧୧୩, ରାୟଗଡ଼ା ୨୯, ସମ୍ୱଲପୁର ୧୯, ସୋନପୁର ୪, ସୁନ୍ଦରଗଡ଼ ୬୨ ଏବଂ ଷ୍ଟେଟ୍ ପୋଲ୍‌ରୁ  ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଯାବତ୍ ରାଜ୍ୟରେ ମୋଟ ୧କୋଟି ୪୮ଲକ୍ଷ ୪୫ ହଜାର ୨୬୦ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ମୋଟ ୯ଲକ୍ଷ ୪୭ହଜାର ୮୫୯ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Latest Posts

Don't Miss