ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କମୁଛି ସଂକ୍ରମଣ । ଅଢେଇ ଲକ୍ଷ ତେଳେ ରହିଛି ଦୈନିକ ସଂକ୍ରମଣ । ଆଜି ଗୋଟିଏ ଦିନରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ହଜାର ୭୪୧ଜଣଙ୍କ ଜୀବନ ନେଇଛି କିଲର କରୋନା । ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହେଲେଣି ୩ଲକ୍ଷ ୫୫ହଜାର ୧୦୨ ଜଣ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬୫ଲକ୍ଷ ୩୦ହଜାର ୧୩୨ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୨କୋଟି ୩୪ଲକ୍ଷ 2୫ହଜାର ୪୬୭ । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୯୯ହଜାର ୨୬୬ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୨୮ଲକ୍ଷ ୫ହଜାର ୩୯୯ । ଦେଶର ସବୁ ସ୍ଥାନରେ ଭ୍ୟାକ୍ସିନେସନ ଚାଲିଥିବା ବେଲେ ବର୍ତ୍ତମାନ ସୁସ୍ଥ ୧୯କୋଟି ୫୦ ଲକ୍ଷ ୪ହଜାର ୧୮୪ଜଣଙ୍କୁ ଟିକା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧୨ ହଜାର ୮୫୨ କରୋନା ସଂକ୍ରମିତ ଚିହ୍ନଟ

Leave a Reply