ରାଜ୍ୟରେ କମୁଛି କରୋନା: ୨୪ ଘଣ୍ଟା ମଧ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ୨୪ ଘଣ୍ଟାରେ ୧୯୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍ରୁ ୧୧୧୫, ଲୋକାଲ କେସ୍ ୭୮୯ । ଖୋର୍ଦ୍ଧାରୁ ୨୨୧, କଟକରୁ ୧୧୧, ଅନୁଗୁଳରୁ ୧୦୯, ନୂଆପଡାରୁ ୧୨୮, ସୁନ୍ଦରଗଡ଼ରୁ ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୧୬ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୧୬୮ରେ ପହଞ୍ଚିଛି । ଗଜପତିରେ ସବୁଠୁ କମ୍ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୨୫୦ରେ ପହ଼୍ଚିଥିବା ବେଳେ ଆକ୍ଟିଭ କେସ୍ ୨୧ହଜାର ୪୫୪ ସୁସ୍ଥ ହେଲେଣି ୨ଲକ୍ଷ ୪୯ହଜାର ୫୭୫ଜଣ ।
Covid-19 Report For 19th October
New Positives Cases: 1904
In quarantine: 1115
Local contacts: 789(Details of local contacts will be shared by concerned District Administration)
District Wise Cases
1. Angul: 109
2. Balasore: 90
3. Bargarh: 35
4. Bhadrak: 19
5. Balangir: 66— I & PR Department, Odisha (@IPR_Odisha) October 20, 2020
22. Mayurbhanj: 93
23. Nawarangpur: 43
24. Nayagarh: 32
25. Nuapada: 128
26. Puri: 49
27. Rayagada: 17
28. Sambalpur: 44
29. Sonepur: 73
30. Sundargarh: 100
31. State Pool: 43New recoveries: 2738
Cumulative Tested: 4117090
Positive: 272250
Recovered: 249575
Active cases: 21454— I & PR Department, Odisha (@IPR_Odisha) October 20, 2020