ଆଜି ସୁସ୍ଥ ହେଲେ ୧୬୨୧, ସମୁଦାୟ ସୁସ୍ଥତା ସଂଖ୍ୟା ୪୬ ହଜାର ୯୩୫…..
1 min readଭୁବନେଶ୍ୱର : ରାଜ୍ୟରେ ଆଜି ୧୬୨୧ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ କରି ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମର ୩୨୪ ଓ ଖୋର୍ଦ୍ଧା ଜିଲ୍ଲା ୨୬୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ଦୁଇ ଜିଲ୍ଲା ଉଭୟ ସଂକ୍ରମଣ ଓ ସୁସ୍ଥ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଆଗରେ ରହିଛି ।
Another 1621 #COVID19 patients have recovered and are being discharged on 19.8.2020
324 from Ganjam
265 from Khurdha
127 from Gajapati
110 from Cuttack
85 from Puri
69 from Koraput
68 from Nuapada
66 from Balasore
62 from Nayagarh
54 from Baragarh
43 from Kalahandi— H & FW Dept Odisha (@HFWOdisha) August 19, 2020
ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତିର ୧୨୭ ଜଣ, କଟକରୁ ୧୧୦ ଜଣ, ପୁରୀରୁ ୮୫, କୋରାପୁଟରୁ ୭୯, ନୂଆପଡ଼ାରୁ ୬୮, ବାଲେଶ୍ୱରରୁ ୬୬, ନୟାଗଡ଼ରୁ ୬୨ ଓ ବରଗଡ଼ରୁ ୫୪ ଜଣ ବ୍ୟକ୍ତି ସୁସ୍ଥ ହେବା ଖବର ମିଳିଛି । ସେହିଭଳି କଳାହାଣ୍ଡିରୁ ୪୩, ସୁନ୍ଦରଗଡ଼ରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡ଼ାରୁ ୨୩, ଭଦ୍ରକରୁ ୨୨, ବଲାଙ୍ଗିରରୁ ୨୨, ମୟୂରଭଞ୍ଜରୁ ୨୧, ଝାରସୁଗୁଡ଼ାରୁ ୨୦, ରାୟଗଡ଼ାରୁ ୧୮, କେନ୍ଦୁଝରରୁ ୧୭ ଓ ସମ୍ୱଲପୁରରୁ ୧୪ ଜଣ ସଂକ୍ରମିତ ଏବେ ସୁସ୍ଥ ।
41 from Sundergarh
35 from Kandhamal
33 from Malkangiri
32 from Jajpur
25 from Dhenkanal
23 from Kendrapara
22 from Bhadrak
22 from Bolangir
21 from Mayurbhanj
20 from Jharsuguda
18 from Rayagada
17 from Keonjhar
14 from Sambalpur
11 from Boudh
8 from Nabarangpur— H & FW Dept Odisha (@HFWOdisha) August 19, 2020
ଅନ୍ୟ ଜିଲ୍ଲା ମଧ୍ୟରେ ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୩, ସୋନପୁରରୁ ୨ ଓ ଅନୁଗୁଳରୁ ଜଣେ ସଂକ୍ରମିତ ସୁସ୍ଥ ହେବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିଲେ ମଧ୍ୟ ସୁସ୍ଥତା ହାରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏଯାବତର ସୁସ୍ଥଙ୍କ ସଂଖ୍ୟା ୪୬ ହଜାର ୯୩୫ରେ ପହଞ୍ଚିସାରଲାଣି ।