ଆଉ ୧୩୭୬ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୩୦ ଜିଲ୍ଲାକୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ମୋଟ ୭୨୮ କରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ କରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୫ ହଜାର ୯୨୮ରେ ପହଞ୍ଚିଛି । ତେବେ ସମସ୍ତ ସୁସ୍ଥ ଓ ମୃତ ରୋଗୀଙ୍କୁ ବାଦ ଦେଲେ ରାଜ୍ୟରେ ବର୍ତ୍ତମାନ ମୋଟ ୯୨୮୭ ଜଣ କରୋନା ସଂକ୍ରମିତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ହୋମ୍ରେ ରହିଛନ୍ତି ।
Covid-19 Report For 25th July
New Positive Cases: 1376
In Quarantine: 917
Local Contacts: 459(Details of local contacts will be shared by concerned District Administration)
District Wise Cases
1. Angul: 5
2. Balasore: 29
3. Bargarh: 7
4. Bhadrak: 10
5. Balangir: 19— I & PR Department, Odisha (@IPR_Odisha) July 26, 2020
ଗଞ୍ଜାମରୁ ସର୍ବାଧିକ ୪୮୪, ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦, ବାଲେଶ୍ୱରରୁ ୨୯, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗୀରରୁ ୧୯, ସମ୍ବଲପୁରରୁ ୧୭, ଢେଙ୍କାନାଳ ଓ ମାଲକାନଗିରିରୁ ୧୫, କନ୍ଧମାଳରୁ ୧୨, ଦେଓଗଡ଼, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ାରୁ ୧୧ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୦, ଯାଜପୁର ଓ ବୌଦ୍ଧରୁ ୮ଜଣ ଲେଖାଏଁ, କୋରାପୁଟ ଓ ବରଗଡ଼ରୁ ୭ଜଣ ଲେକାଏଁ, ଝାରସୁଗୁଡ଼ାରୁ ୬, ସୋନପୁର ଓ ଅନୁଗୁଳରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 22
23. Nawarangpur: 21
24. Nayagarh: 30
25. Nuapada: 4
26. Puri: 91
27. Rayagada: 45
28. Sambalpur: 17
29. Sonepur: 5
30. Sundargarh: 33New Recoveries: 728
Cumulative Tested: 458120
Positive: 25389
Recovered: 15928
Active Cases: 9287— I & PR Department, Odisha (@IPR_Odisha) July 26, 2020