ରାଜ୍ୟରେ ସଂକ୍ରମିତଙ୍କ ୩୩ଶହ ପାର୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଆଜି ୧୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ୧୪ଟି ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ୧୩୮ । ଏମାନଙ୍କ ମଧ୍ୟରୁ  ୧୩୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ପଜିଟିଭ କେସ୍ ୩୩ଶହ ଟପିଛି । ଏବେ ଯାଏଁ ରାଜ୍ୟରେ ୩୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । … Continue reading ରାଜ୍ୟରେ ସଂକ୍ରମିତଙ୍କ ୩୩ଶହ ପାର୍