ରାଜ୍ୟରେ କମୁଛି ସଂକ୍ରମଣ: ୧୨୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ୧୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୭୨୯, ଲୋକାଲ କେସ୍ ୫୧୮ । ଖୋର୍ଦ୍ଧାରୁ ସର୍ବାଧିକ ୨୦୬, କଟକରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୬,ମୟୂରଭଞ୍ଜରୁ ୭୧, ଅନୁଗୁଳରୁ ୬୯, ବଲାଙ୍ଗୀରରୁ ୬୮ ଜଗତସିଂହପୁରରୁ ୫୪, କନ୍ଦ୍ରାପଡାରୁ ୪୯, କଳାହାଣ୍ଡିରୁ ୪୦, ନୂାପଡାରୁ ୩୮, ବୌଦ୍ଧରୁ ୩୭, ଝାରସୁଗୁଡାରୁ ୩୫, ବରଗଡ଼ ଓ ଯାଜପୁରରୁ ୩୨, କୋରାପୁଟରୁ ୨୬, ବାଲେଶ୍ବରରୁ ୨୩, ପୁରୀରୁ ୨୨, ସୋନରପୁରରୁ ୧୮, ଗଞ୍ଜାମରୁ ୧୭, ଦେଓଗଡ଼ରୁ ୧୬, ନୟାଗଡ଼ରୁ ୧୪, କନ୍ଧମାଳ ଓ ମାଲାକନଗିରିରୁ ୧୧ଜଣ ଲେକାଏଁ, ଭଦ୍ରକରୁ ୭, ରାୟଗଡ଼ାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ୧୨୭୨ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୯୪୨ରେ ପହଞ୍ଚିଛି । ସୁସ୍ଥ ହେଲେଣି ୨ଲକ୍ଷ ୬୬ହଜାର ୧୦୫, ଆକ୍ଟିଭ କେସ୍ ରହିଛି ୧୬ହଜାର ୫୧୨ ।
Covid-19 Report For 26th October
New Positive Cases: 1247
In quarantine: 729
Local contacts: 518(Details of local contacts will be shared by concerned District Administration)
District Wise Cases:
1. Angul: 69
2. Balasore: 23
3. Bargarh: 32
4. Bhadrak: 7
5. Balangir: 68— I & PR Department, Odisha (@IPR_Odisha) October 27, 2020
22. Nawarangpur: 12
23. Nayagarh: 14
24. Nuapada: 38
25. Puri: 22
26. Rayagada: 4
27. Sambalpur: 24
28. Sonepur: 18
29. Sundargarh: 96
30. State Pool: 29New Recoveries: 2003
Cumulative Tested: 4385259
Positive: 283942
Recovered: 266105
Active Cases: 16512— I & PR Department, Odisha (@IPR_Odisha) October 27, 2020