Odisha Corona Updates: ୧୨୧୯ ପଜିଟିଭ୍, ବାଲେଶ୍ୱର ଓ ସୁନ୍ଦରଗଡରୁ ସର୍ବାଧିକ
1 min readଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ହେବାରେ ଲାଗିଛି । ପୂର୍ବାପେକ୍ଷା ସ୍ଥିତି ଯଥେଷ୍ଟ ନିୟନ୍ତ୍ରଣକୁ ଆସିଛି । ଏହି କ୍ରମରେ ଆଜି ରାଜ୍ୟରେ ଦିନକରେ ୧୨୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୦୮ ଓ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 8th November
New Positive Cases: 1219
In Quarantine: 708
Local Contacts: 511(Details of local contacts will be shared by concerned District Administration)
District Wise Cases:
1. Angul: 78
2. Balasore: 107
3. Bargarh: 39
4. Bhadrak: 22
5. Balangir: 46— I & PR Department, Odisha (@IPR_Odisha) November 9, 2020
ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୧୦୭ଜଣ ଲେଖାଏଁ, କଟକରୁ ୧୦୬, ଖୋର୍ଦ୍ଧାରୁ ୯୨, ମୟୂରଭଞ୍ଜରୁ ୮୩, ଅନୁଗୁଳରୁ ୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୪୪୧ରେ ପହଞ୍ଚିଛି ।
22. Mayurbhanj: 83
23. Nawarangpur: 13
24. Nayagarh: 23
25. Nuapada: 31
26. Puri: 34
27. Rayagada: 7
28. Sambalpur: 32
29. Sonepur: 20
30. Sundargarh: 107
31. State Pool: 19New recoveries: 1311
Cumulative Tested: 4984550
Positive: 302793
Recovered: 288168
Active cases: 13131— I & PR Department, Odisha (@IPR_Odisha) November 9, 2020
ରାଜ୍ୟରେ ମୋଟ୍ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨ହଜାର ୭୯୩ରେ ପହଞ୍ଚିଛି । ସକ୍ରିୟ ସଂକ୍ରମଣ ସଂଖ୍ୟା ୧୩ହଜାର ୧୩୧ ହୋଇଥିବା ବେଳେ ୨ଲକ୍ଷ ୮୮ହଜାର ୧୬୮ ସୁସ୍ଥ ହୋଇଛନ୍ତି ।