ରାଜ୍ୟରେ ଆଉ ୧୧୩୨ କରୋନା ସଂକ୍ରମିତ ଚିହ୍ନଟ: ୧୦୬୩୨ ମାମଲା ସକ୍ରିୟ
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୧ହଜାର ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୬୫୭ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଜଣ ଓ କଟକରୁ ୧୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୭୦ ଜଣ, ଜଗତସିଂହପୁରରୁ ୪୨ ଜଣ, ମୟୂରଭଞ୍ଜରୁ ୪୦ ଜଣ,ନୟାଗଡ଼ରୁ ୩୧ ଜଣ,ଅନୁଗୁଳରୁ ୨୫ ଜଣ,ସୁନ୍ଦରଗଡ଼ରୁ ୨୩ ଜଣ, ପୁରୀରୁ ୨୨ ଜଣ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଳାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ,ଢ଼େଙ୍କାନାଳରୁ ୧୧ ଜଣ, ବରଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଲେଖାଏଁ ,ଗଜପତିରୁ ୬ ଜଣ, ବଲାଙ୍ଗୀର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩ ଜଣ, ଗଞ୍ଜାମରୁ ୨ ଜଣ, ଝାରସୁଗୁଡ଼ାର, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 13th August
New Positive Cases: 1132
In quarantine: 657
Local contacts: 475(Details of local contacts will be shared by concerned Dist Administration)
District Wise Cases:
1. Angul: 25
2. Balasore: 70
3. Bargarh: 10
4. Bhadrak: 14
5. Balangir: 7— I & PR Department, Odisha (@IPR_Odisha) August 14, 2021
22. Mayurbhanj: 40
23. Nawarangpur: 1
24. Nayagarh: 31
25. Puri: 22
26. Rayagada: 7
27. Sambalpur: 15
28. Sonepur: 1
29. Sundargarh: 23
30. State Pool: 94New recoveries: 1243
Cumulative tested: 16957359
Positive: 993507
Recovered: 975999
Active cases: 10632— I & PR Department, Odisha (@IPR_Odisha) August 14, 2021