ଅନୁଗୁଳ: ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଯୁବକ ଗିରଫ ।ଗିରଫ ଯୁବକ ଲିଙ୍ଗରାଯୋଡ଼ି ଗାଁର ସତ୍ୟଜିତ ପ୍ରଧାନ ଓରଫ ବାପି । ବାପି ପାଖରୁ ୩ଟି ପିସ୍ତଲ, ଗୋଟିଏ ମାଗାଜିନ ଓ ୯ଟି ଗୁଳି ଜବତ ।