ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫ କରୋନା ସଂକ୍ରମିତ
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୧୨୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୩ ଜଣ ଖୋର୍ଦ୍ଧା, ୧୭ ଜଣ ପୁରୀ, ୧୪ ଜଣ କଟକ, ୧୩ ଜଣ ମୟୂରଭଞ୍ଜ, ୧୦ ଜଣ ଗଞ୍ଜାମ, ୯ଜଣ କେନ୍ଦୁଝର, ୮ ଜଣ ଯାଜପୁର, ୬ ନୂଆପଡ଼ା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୪ଜଣ ଲେଖାଏଁ, ୩ ଜଣ ସୁନ୍ଦରଗଡ଼, ୨ ବଲାଙ୍ଗୀର, କନ୍ଧମାଳ ଓ ମାଲକାନଗିରିର ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ ୩୯୮୮ ଜଣ ରୋଗୀ ସୁସ୍ଥ ହେଲେଣି ।
Another 125 #COVID19 patients have recovered and are being discharged on 23.6.2020.
33 from Khurdha
17 from Puri
14 from Cuttack
13 from Mayurbhanj
10 from Ganjam
9 from Keonjhar
8 from Jajpur
6 from Nuapada
4 each from Kendrapara & Jagatsinghpur
3 from Sundargarh
(1/2)— H & FW Dept Odisha (@HFWOdisha) June 23, 2020
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪୭୦କୁ ଏବଂ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି