ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି: ବୋଟ୍ ଯୋଗାଇଦେବେ ଆନନ୍ଦ ମହିନ୍ଦ୍ରା

 ଲାଘବ ହେବ ଦୁଃଖ । ଆଉ ଦେହରେ ବାନ୍ଧିବାକୁ ପଡ଼ିବନି ଲାଉତୁମ୍ବା । କି ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି । କାରଣ ଜୀବନ-ମୃତ୍ୟୁ ବାଜିର ଖବର ପ୍ରସାରଣ ପରେ ଆସିଛି ସହାୟତାର ପ୍ରତିଶ୍ରୁତି । ମିଳିବ ଦୁଇ ଅଙ୍ଗନବାଡ଼ି କର୍ମୀ ଓ ସମାଜସେବୀଙ୍କ ପାଇଁ ବୋଟ୍ । ବୋଟ୍ ଯୋଗାଇ ଦେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଦୁଃଖ ବୁଝିଲେ ଆନନ୍ଦ । ଆଉ ଭାରାନଦୀ ପାର୍‌ ହେବାକୁ … Continue reading ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି: ବୋଟ୍ ଯୋଗାଇଦେବେ ଆନନ୍ଦ ମହିନ୍ଦ୍ରା