ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍’

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ୍’ ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗରରେ ବଳ ଗୋଟାଉଛି । ପଶ୍ଚିମବଙ୍ଗ ସହ ଉତ୍ତର ଓଡ଼ିଶା ଉପକୂଳ ପାଇଁ ବାତ୍ୟା ସତର୍କତା ସହ ଅରେଞ୍ଜ ମେସେଜ୍ ଜାରି ହୋଇଛି । ବିଗତ ୬ ଘଣ୍ଟା ହେଲା ‘ଅମ୍ଫାନ୍’ ଘଣ୍ଟାପ୍ରତି ୭ କିମି ବେଗରେ ଉତ୍ତରକୁ ଗତି କରୁଛି । ଦକ୍ଷିଣ ବଙ୍ଗୋପସାଗରରେ ‘ଅମ୍ଫାନ୍’ ପାରାଦୀପ ଠାରୁ ଦକ୍ଷିଣରେ ୭୩୦ କିମି ଦୂରରେ ଥିବା ବେଳେ ପଶ୍ଚିମବଙ୍ଗର ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣ … Continue reading ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍’