ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍ ବି ଅମିତାଭ୍

1 min read

ଫ୍ୟାନ୍ସଙ୍କୁ କ୍ଷମା ପ୍ରାର୍ଥନା କଲେ ବଲିଉଡ଼ର ମହାନାୟକ । ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ରହୁଥିବା ବିଗ୍ ବି ଏବେ ଟ୍ୱିଟ ମଧ୍ୟମରେ ଫ୍ୟାନ୍ସଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଆପଣମାନେ ଭାବୁଥିବେ ଏମିତି କଣ ହେଲା କି ବିଗ୍ ବି ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିବାକୁ ପଡ଼ିଛି  । ଆଜ୍ଞ ହଁ ବିଗ୍ ବି ତାଙ୍କ ଫ୍ୟାନମାନଙ୍କୁ ନିରାଶ କରିଛନ୍ତି  ।

ଏଥର ଅମିତାଭ ତାଙ୍କ ଫ୍ୟାନ୍ସ ଦେଖା କରିପାରି ନାହାନ୍ତି  । ତାଙ୍କ ଫ୍ୟାନମାନେ ତାଙ୍କର ବହୁ ଅପେକ୍ଷା କରିବା ସତ୍ତ୍ୱେ ବି ବାହରକୁ ଆସିପାରି ନାହାଁନ୍ତି ବିଗ୍ ବି ତେଣୁ ଏନେଇ ଟ୍ୱିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି ।

ସୂଚନା ଅନୁସାରେ ଅମିତାଭ ତାଙ୍କ ଫ୍ୟାନମାନଙ୍କୁ ସବୁ ବେଳେ ରବିବାର ଦିନ ଭେଟିଥାନ୍ତି । ତେଣୁ ରବିବାରରେ ତାଙ୍କ ଘର ସାମ୍ନାରେ ସବୁବେଳେ ଗହଳି ମଧ୍ୟ ଲାଗି ରହିଥାଏ ଏଥର କିନ୍ତୁ କୌଣସି କାରଣ ବସତ ସେ ଘରୁ ବାହାରକୁ ଆସିପାରିନଥିଲେ  । ତେଣୁ ତାଙ୍କ ଫ୍ୟନ୍ସ ନିରାସ ହୋଇ ଫେରିଯାଇଥିଲେ  । ଏସବୁ ପାଇଁ ଟ୍ୱିଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ  । ')}

Leave a Reply